1. ଗାନ୍ଧିଜୀଙ୍କର କେବେ ଆଇନ୍ ଶିକ୍ଷାର ସମାପ୍ତି ଘଟିଥିଲା?
2. ଦାଦା ଅବଦୁଲ୍ଲା ଭାରତର କେଉଁ ସମ୍ପ୍ରଦାୟର ଲୋକ ଥିଲେ?
3.ନାଟାଲ୍ ସହର କେଉଁ ଦେଶର ଅନ୍ତର୍ଭୁକ୍ତ?
4.ନାଟାଲ୍ ଭାରତୀୟ କଂଗ୍ରେସ କେଉଁ ପ୍ରକାର ଅନୁଷ୍ଠାନ?
5.ନିମ୍ନୋକ୍ତ ମଧ୍ୟରୁ ଗୋପାଳ କୃଷ୍ଣ ଗୋଖଲେ କାହାର ରାଜନୈତିକ ଗୁରୁ ଥିଲେ?
6.ରବୀନ୍ଦ୍ରନାଥ ଠାକୁର କାହାକୁ "ମହାତ୍ମା" ଆଖ୍ୟା ଦେଇଥିଲେ?
7."ଇଣ୍ଡିଆ ଉଇନସ୍ ଫ୍ରିଡ଼ମ" ପୁସ୍ତକ କିଏ ରଚନା କରିଥିଲେ?
8.ଚୌରୀଚୌରା ହତ୍ୟାକାଣ୍ଡ କେଉଁ ରାଜ୍ୟରେ ହୋଇଥିଲା?
9. "ସ୍ୱରାଜ ସେବକ ସଂଘ " କେଉଁଠାରେ ଗଠିତ ହୋଇଥିଲା?
10. "ସତ୍ୟ ହେଲେ ସାଂଘାତିକ " ସ୍ତମ୍ଭ ପାଇଁ ଗୋପବନ୍ଧୁ ଦାସଙ୍କୁ କେତେ ଦିନ ଜେଲ୍ ଦଣ୍ଡ ହୋଇଥିଲା?
11. ନଟିକାଲ୍ ମାଇଲ୍ କେତେ କିଲୋମିଟର ଅଟେ?
12. ଭାରତର ଦକ୍ଷିଣତମ ସ୍ଥାନଟିର ନାମ କ'ଣ?
13.ଗଠନ ଦୃଷ୍ଟିରୁ ମୃତ୍ତିକାକୁ କେତେ ଭାଗରେ ବିଭକ୍ତ କରାଯାଇଛି?
14.କୃଷ୍ଣ ମୃତ୍ତିକା କେଉଁ ଶିଳାରୁ ସୃଷ୍ଟି ହୋଇଥାଏ?
15. 2ସେଣ୍ଟିମିଟର ବହଳ ମୃତ୍ତିକା ସ୍ତର ଗଠନ ପାଇଁ ପ୍ରାୟ କେତେ ବର୍ଷ ଲାଗିଥାଏ?
16. ଲାଟେରାଇଟ୍ ମୃତ୍ତିକାରେ ଚୂନର ପରିମାଣ ଅଧିକ ଥିଲେ କ'ଣ କୁହାଯାଏ?
17. କେଉଁ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ ଆରମ୍ଭ ହୋଇଥିଲା?
18.ରିଓଡି ଜେନେରିଓ ବିଶ୍ୱ ବୈଠକ କେବେ ଅନୁଷ୍ଠିତ ହୋଇଥିଲା?
19. ଆନ୍ତର୍ଜାତୀୟ ସ୍ତରରେ କୃଷ୍ଣ ମୃତ୍ତିକାକୁ କ'ଣ କୁହାଯାଏ?
20. ସର୍ବାଧିକ ମୃତ୍ତିକା କ୍ଷୟ ହେଉଥିବା ରାଜ୍ୟର ନାମ କ'ଣ?
2. ଦାଦା ଅବଦୁଲ୍ଲା ଭାରତର କେଉଁ ସମ୍ପ୍ରଦାୟର ଲୋକ ଥିଲେ?