Nutrition: ପୋଷଣ Class-X Chapter-1 in Odia-(SCL)

ପୋଷଣ (NUTRITION) ଶରୀରରେ ସମନ୍ୱିତଭାବେ ହେଉଥିବା ଅସଂଖ୍ୟ ଜୈବରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ । ଏହି ସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ । ତା’ଛଡ଼ା କୋଷ, ଟିସୁ ତଥା ଅଙ୍ଗପ୍ରତ୍ୟଙ୍ଗର ଗଠନ ଅର୍ଥାତ୍ ଶରୀରଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ‘ମରାମତି’ (କ୍ଷୟପୁରଣ) ନିମନ୍ତେ ବିଭିନ୍ନ ଉପାଦାନ ଦରକାର । ଜୀବର ଖାଦ୍ୟ ଏ’ ସମସ୍ତ ଚାହିଦା ପୂରଣ କରିଥାଏ । ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ, ପୋଷଣ […]

Nutrition: ପୋଷଣ Class-X Chapter-1 in Odia-(SCL) Read More »