(୧) ଜନ୍ମଭୂମି ପ୍ରବନ୍ଧ ର ପ୍ରାବନ୍ଧିକ କିଏ?
(୨) ଜନ୍ମଭୂମି ପ୍ରବନ୍ଧ ରେ କିଏ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି?
(୩) ଲେଖକ କାହାର ରୂପକୁ ଜାତିସ୍ମର ପରି ମନେ ରଖିଛନ୍ତି?
(୪) ଲେଖକଙ୍କୁ "ମନବୋଧ ଚଉତିଶା" କିଏ ଶୁଣାଉଥିଲେ?
(୫) ପୂର୍ବଜନ୍ମର ଘଟଣାବଳୀକୁ ଯେ ସ୍ମରଣ କରି ପାରେ ତାକୁ କଣ କୁହାଯାଏ?
(୬) ଜନ୍ମଭୂମିକୁ ଫେରିଯିବାକୁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ସାହସ ନାହିଁ?
(୭) ରାଘବଙ୍କ ଲଙ୍କା ଯାତ୍ରାନୁକୂଳ' କବିତାର କବି କିଏ?
(୮) ଉପେନ୍ଦ୍ରଭଞ୍ଜ କେଉଁ ଉପାଧିରେ ଭୂଷିତ?
(୧୦) ରାମଚନ୍ଦ୍ର କେଉଁ ମାନଙ୍କ ସାହାଯ୍ୟରେ ସେତୁବନ୍ଧ ବାନ୍ଧିଥିଲେ?